ads

Breaking News

ଲୁଟିବାର ତରିକା ଅଧିକାରୀଙ୍କୁ ଜଣା; ଅଭିଯୋଗ କଲେ ଫଳ ଶୁନ୍ୟ


 D Senapati
Jantani news
  ଜଟଣୀ----  ଜଟଣୀ ତଳକ୍ଷେତା (ଜଟଣୀ ଗେଟ୍) ଠାରୁ ହରିଭାଇନା ଛକ ମୁଖ୍ୟରାସ୍ତାରେ ଖାଲ ଖମାକୁ ଡଷ୍ଟମାଟିରେ ପୁରଣ କରି ଲୁଟିବାରେ ଲାଗିଛନ୍ତି ଠିକାଦାର ଆଉ ଅଧିକାରୀ । ବିଭାଗୀୟ ଅଧିକାରୀଙ୍କୁ ଫୁଟିବାର ତରିକା ଜଣା ।   ନାମକୁ ମାତ୍ର କାମ କରି ଲୁଟିବା ଯୋଗୁଁ ବର୍ଷାରେ ବଡ ବଡ ଖାଲ ସୃଷ୍ଟି ହୋଇଛି।  ଏହି ଖାଲକୁ ପୋତି ହାତ ଚିକ୍କଣ କରିବା ପାଇଁ ବର୍ଷା ସମୟରେ ପୁଣି ଡଷ୍ଟମାଟିରେ ପୋତାଯାଇ ସମାନ କରାଯାଉଛି।  ଅସରାଏ ପୁଣି ବର୍ଷା ହେଲେ ଯଥା ପୂବଂ ତଥା ପରଂ ଅବସ୍ଥା ସୃଷ୍ଟି ହୋଉଛି । ଏହି ରାସ୍ତାରେ ପ୍ରତିଦିନ  ଛୋଟ ବଡ଼ ଦୁର୍ଘଟଣା ଘଟିଥାଏ ।ମୃତ୍ୟୁ ମୁଖକୁ ଚାଲିଯିବାକୁ ଏଡାଇ ଦିଆ ନଯାଇ ପାରେ।  ଏ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ପଚାରିବାରେ ଟେଣ୍ଡର ହୋଇଛି  ।

ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts