ads

Breaking News

ବାଲୁକାକଳା ମାଧ୍ୟମ ରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ------ ପବିତ୍ର ଦୀପାବଳି ଉତ୍ସବ ଅବସର ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମ ରେ ସାରା ଦେଶ ବାସୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୬୦ଫୁଟ ଲମ୍ଭ ବିଶିଷ୍ଟ ଏକ ବିଶାଳ ଦୀପ ସମେତ ମାତା କାଳୀ ଙ୍କ ପ୍ରତିକୃତି କୁ ତିଆରି କରିଛନ୍ତି ।  ପୁରୀ ବେଳାଭୂମିରେ ରେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ର ଛାତ୍ର ଛାତ୍ରୀ ମଧ୍ୟ ଏଥିରେ ସହଯୋଗ କରିଥିଲେ। ଚଳିତ ଦୀପାବଳି ରେ ପ୍ରଦୂଷଣ ବାଣ ବ୍ୟବହାର ନ କରି ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ କରିବାକୁ ସେ ତାଙ୍କ ବଲୁକା କଳା ରେ ବାର୍ତ୍ତା ଦେଶ ବାସୀଙ୍କୁ   ଦେଇଛନ୍ତି । 

J Sehti
puri News
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts