ads

Breaking News

ବିଜେପୁର ଉପନିର୍ବାଚନ: ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡିକୁ ୪୩୭୫୩ ଓ ବିଜେପିକୁ ୧୨ ୫୯୫ ଭୋଟ


 N Das
baragrah News
ବରଗଡ଼ _---ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଚାଲିଥିବା ଭୋଟ ଗଣତିର ୪ର୍ଥ ରାଉଣ୍ଡ ଶେଷ ହୋଇଛି। ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡିକୁ ମୋଟ ୪୩ ହଜାର ୭୫୩ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିକୁ ୧୨୫୯୫ ଏବଂ କଂଗ୍ରେସକୁ ୧୭୦୨ ଖଣ୍ଡ ଭୋଟ ମିଳିଛି। ଫଳରେ ବିଜେଡି ୩୧ ହଜାର ୧୫୮ ଭୋଟରେ ଆଗୁଆ ରହିଥିବା ଜଣାପଡିଛି।    ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts