ads

Breaking News

ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମ୍ମୁଖରେ କୃତ୍ରିମ ପୋଖରୀ


ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସମ୍ମୁଖରେ ଛୋଟଛୋଟ କୃତ୍ରିମ ପୋଖରୀ ରହିଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଆସିବାକୁ ହେଲେ, ଏହି ପୋଖରୀ ପାର ହେବାକୁ ପଡୁଛି। ସାଧାରଣତଃ ଚିକିତ୍ସା ପାଇଁ ଚାଲି କି ଆସିବା ରୋଗୀ ଆରୋଗ୍ଯ ବଦଳରେ ରୋଗ ନେଇ ଆସିବାକୁ ପଡିଥାଏ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ତଥା ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଭେଡେନ ର ଅମୃତ୍ କୁଟୁମ୍ ର ସଭାପତି ଆନନ୍ଦ ସୁନା ଓ ସାଥୀ ତଥା ଭେଡେନ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଜଣାପଡିଛି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୮/୨୦୨୪----୭,୪୫ Sakhigopal News,14/8/2024

ads

Blog Archive

Popular Posts