ତୁତୀୟ ବାର୍ଷିକ ମହାବିରୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ସାକ୍ଷୀଗୋପାଳ--- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ହିରଣ୍ଯପଡା ଗ୍ରାମରେ ମହାବିରିଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ଅବସରରେ ଯଜ୍ଞର ଆୟୋଜନ କରାଯାଇଥିଲା। କର୍ତ୍ତା କର୍ତ୍ତି ଭାବେ ଭାସ୍କର ମହାପାତ୍ର ଓ ରଶ୍ମିତା ମହାପାତ୍ର କାର୍ଯ୍ୟ ସମ୍ପାଦନ କରିଥିଲେ। ଶ୍ରାବସ ମହାପାତ୍ର, ସୁଶାନ୍ତ ନାୟକ , ବିଜୟ ସାହୁ, କିଶୋର ପ୍ରଧାନ,ନବ କିଶୋର ପ୍ରଧାନ, ଶ୍ରୀକାନ୍ତ ନାୟକ ଓ ଜିତେନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୧୧/୨୦୨୨----୬,୫୦ Sakhigopal News,5/11/2022



