ads

Breaking News

ବାଲୁକା କଳା ମାଧ୍ୟମରେ ସଚେତନତା


ବରଗଡ଼---  ଭେଡେନ ର ବାଲୁକାଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ପବିତ୍ର ମହାକାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସଚେତନତା ବାର୍ତ୍ତା ଦେଇଛନ୍ତି। ଯାହାକି ଲୋକମାନେ ଏହି ବାଲୁକା କଳା ଦେଖିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୧୧/୨୦୨୨---୯,୪୫ Sakhigopal News,8/11/2022

ads

Blog Archive

Popular Posts