ads

Breaking News

ଦଶପଲା ଏନ ଏ ସି ର ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ ବିଜେଡି ଦଳରୁ ଇସ୍ତଫା ଦେଲେ


 

ନୟାଗଡ଼---ନୟାଗଡ ଜିଲ୍ଲାର ଦଶପଲା ଏନ ଏସି ର,ଭାଇସ ଚେୟାର ମ୍ୟାନ ତଥା ବିଜେଡି ର ଜଣେ ସକ୍ରିୟ କର୍ମୀ ଭାବେ ଜଣାଶୁଣା କିଶୋର ଚନ୍ଦ୍ର ଦାସ ତାଙ୍କ ଶରୀର ଅସୁସ୍ଥ ତା ଥିବା ଯୋଗୁ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି।ତାଙ୍କ ଇସ୍ତଫା ପତ୍ର କୁ ବିଜେଡି ଜିଲା ସଭାପତି ତଥା ଦଶପଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନିକଟକୁ ପଠାଇ ଥିବା ଚିଠିରେ ଜଣା ପଡ଼ିଛି।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୭/୧୦/୨୦୨୨----୯,୫୦ Sakhigopal News,17/10/2022

ads

Blog Archive

Popular Posts