ads

Breaking News

ଶହୀଦ ଯବାନଙ୍କ ଉଦ୍ଦ୍ୟେଶରେ କ୍ୟାଣ୍ଡେଲ ଶୋଭାଯାତ୍ରା

 ସାକ୍ଷୀଗୋପାଳ----ଚୀନ ସୈନିକ ମାନଙ୍କ ସହିତ ମୁକାବିଲା କରି ଶହୀଦ ହୋଇଥିବା ଭାରତୀୟ ଜଣେ କର୍ଣ୍ଣେଲଙ୍କ ସହ ୨୦ ଜଣ ଯବାନ ଶହୀଦ ହୋଇଥିଲେ । ଏମାନଙ୍କ ଅମର ଆତ୍ମାର ସଦଗତି କାମନା କରି ସତ୍ୟବାଦୀ ମାରୁତି ସେନା ପକ୍ଷରୁ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସମ୍ମୁଖରେ ଏକ କ୍ୟାଣ୍ଡୋଲ ଶୋଭାଯାତ୍ରା  ସହିତ ଦୁଇ ମିନିଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାରୁତି ସେନାର ସତ୍ୟବାଦୀ ଶାଖାର ସଭାପତି ସନ୍ତୋଷ କୁମାର ପଣ୍ଡା, ସାମାଜିକ କର୍ମୀ ଭରତ ରାଉତ, ମିଲନ ସାହୁ, ଅନିଲ ସ୍ୱାଇଁ, ତେ‘ାନ ବିଶ୍‌ବାଳ, ପ୍ରକାଶ ମହାପାତ୍ର, ମକ୍ଟଙ୍ଖର ଜେନା, ରାଜ କିଶୋର ନାୟକ, ଦିଲୁ ସାହୁ, ଶ୍ରୀକାନ୍ତ ସାହୁ, ପ୍ରଭାକର ଜେନା, ସାରଜା ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts