ads

Breaking News

କ୍ଳବ ସତ୍ୟବାଦୀ ପକ୍ଷରୁ ବୀର ଶହୀଦଙ୍କ ପାଇଁ ଦୀପଦାନ

 ସାକ୍ଷୀଗୋପାଳ ----    ଭାରତ- ଚୀନ ସୀମାରେ ଚୀନ ସେନାଙ୍କ ସହିତ ଲଢ଼େଇ କରି ଭାରତର ଜଣେ କର୍ଣ୍ଣେଲଙ୍କ ସହିତ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି । ବୀର ଯବାନଙ୍କ ଉଦ୍ଦ୍ୟେଶରେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସମ୍ମୁଖରେ ନୀରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳୀ ଭାବେ ଦୀପଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ନିହାର ରଞ୍ଜନ ସ୍ବାଇଁ , ଆଲୋକ ଖୁଣ୍ଠିଆ,ନିଶିକାନ୍ତ ପ୍ରଧାନ, ଅଭିଜିତି ସେନାପତି, ତେଫାନ ବେହେରା, ତୁଷାର ରଞ୍ଜନ ନାୟକ,ତ୍ରିନାଥ ବାରିକ, ବିକ୍ରମ କୁମାର ପାତ୍ର, ପୁର୍ବତନ ସୈନିକ ଆଜାଦ ବରାଳ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହିଥିିଲେ ।,
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  




ads

Blog Archive

Popular Posts