୨୨୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର- ରାଜ୍ୟରେ ଆଜି ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏବେ ତିନି ଅଙ୍କ ସଂଖ୍ୟା ଛୁଇଁଥିବା ଜଣାପଡିଛି । ୧୯୬ ଜଣ ବିଭିନ୍ନ ସଂଗରୋଧ ଗୃହରୁ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ଲୋକାଲ କୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସର୍ବାଧିକ କଟକରୁ ୯୨ ଜଣ ଚିହ୍ନଟ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରାକରୀ ଭାବେ ଘେଷାଣା କରାଯାଇଛି ।
ଧୀରେନ୍ଦ୍ର ସେନାପତି



