ads

Breaking News

ସାକ୍ଷୀଗୋପାଳ ଦୋଳବେଦୀ ନିକଟରେ ବଉଳ ବୃକ୍ଷ ରୋପଣ

 ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ମନ୍ଦିର ନିକଟ ତଥା ଦୋଳବେଦୀ  ସମ୍ମୁଖରେ ଏକ ବଉଳ ବୃକ୍ଷ ନିର୍ଜଳା ଏକାଦଶୀରେ ରୋପଣ କରାଯାଇଛି ।  ପ୍ରଭୁ ଜଗନ୍ନାଥଙ୍କ  ବଳଭଦ୍ରଙ୍କ ପାଇଁ ସାକ୍ଷୀଗୋପାଳରୁ ବଉଳ କାଠ ଗଲା ସେହି ଦିନ ତହସିଲଦାର କସ୍ତୁରୀ ପ୍ରଧାନ, ଆଇନଜୀବୀ ସୁଶାନ୍ତ କୁମାର ରଥ, ସାମାଜିକ କର୍ମୀ ପ୍ରଶାନ୍ତ ବିଶ୍ୱାଳ, ପୂର୍ଣ୍ଣାନନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତିରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ସତ୍ୟବାଦୀର ପରମ୍ପରା ବଜାୟ ରଖିôବା ପାଇଁ ସମସ୍ତେ ନିଜ ନିଜ ବାରି ବଗିଚାରେ ବଉଳ ବୃକ୍ଷ ରୋପଣ କରିବା ଆବଶ୍ୟକତା ରହିଛି ବୋଲି ତହସିଲଦାର ଶ୍ରୀମତି ପ୍ରଧାନ କହିଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି   

ads

Blog Archive

Popular Posts