ads

Breaking News

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ଦକ୍ଷିଣ ପାର୍ଶ୍ଵ ମଠ ଉଛେଦ ଆରମ୍ଭ


ପୁରୀ---- ଶ୍ରୀମନ୍ଦିର ସୁରକ୍ଷା ଯୋନ ଉଛେଦ ଚାଲୁ ରହିଛି। ଏହି କ୍ରମରେ ଆଜି ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ଦକ୍ଷିଣ ପାର୍ଶ୍ଵ ମଠ ଉଛେଦ କରଯାଇଛି। ମଠ ସହିତ ଦୋକାନ ଗୃହ କୁ ମଧ୍ୟ ଉଛେଦ କରାଯାଇଛି।ଏହି କାର୍ଯ୍ୟ ପୁରୀ ଉପ ଜିଲାପାଳ ଭଵ ତାରଣ ସାହୁ ଙ୍କ ସମେତ ତିନି ପ୍ଲାଟୁନ ଫୋର୍ସ ମୁତୟନ ଶାନ୍ତି ଶୃଙ୍ଖଳା ପାଇଁ ଉପସ୍ଥିତ ରହିଥିଲେ। ସେହିପରି ଅଗାମୀ ଦିନରେ ମଧ୍ୟ ଶ୍ରୀମନ୍ଦିର ସୁରକ୍ଷା ଯୋନ ଉଛେଦ କାର୍ଯ୍ୟ ଆହୁରି ଜୋର ଦାର କରାଯାଇଛି। ବିକ୍ରି ହୋଇ ଥିବା ପ୍ଲ ଟ ଗୁଡିକୁ ପ୍ରଶାସନ ନିଜ ଦଖଲ  କୁ ନେବା ନେଇ କାର୍ଯ୍ୟ ଜାରି ରଖିବ ବୋଲି ସୂଚନା ମିଳିଛି।  
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts