ads

Breaking News

ପିଚୁ କାମ ସରିବା ର ତିନି ଦିନ ପରେ ବର୍ଷାରେ ଧୋଇଗଲା; ଏବେ ପିଚୁ ସ୍ଥାନରେ ଡଷ୍ଟଗୁଣ୍ଡ

ସାକ୍ଷୀଗୋପାଳ ----  ପବିତ୍ର ଅଁଳା ନବମୀ ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ ପାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସାକ୍ଷୀଗୋପାଳ କଲେଜ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ବାଇପାସ୍ ରାସ୍ତା ଟି ଆରଡ଼ି ବିଭାଗ ଅଧିନରେ ରହିଛି। ଏହାକୁ ନଜର କରି କଲେଜ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ନାମକୁ ମାତ୍ର ନାଲିମୋରମ ଖାଁ ମାଁ ମୋରମ ପଠାଯାଇଛି । ସବୁଠାରୁ ବଡ଼ କଥା ଖାଲଖମା ରେ ରିପାରିଙ୍ଗ କରାଯାଇଥିବା  ସ୍ଥାନ ରେ ପିଚୁ ଉଠି ପୂର୍ବ ପରି ଗାଲ ଖମା ହୋଇଯାଇଛି।  ବିଭାଗ ପକ୍ଷରୁ ସେଠାରେ ଏବେ କଷ୍ଟ ଗୁଣ୍ଡ ପଠାଯାଇଛି । ସୁଚନା ଯୋଗ୍ୟ ଯେ ଏବେ ବିଭାଗ ପକ୍ଷରୁ ଏହି ରାସ୍ତା ରେ ଲକ୍ଷାଧିକ ଟଙ୍କାର ବିଲ କରାଯିବା ପାଇଁ ଯୋଜନା କରାଯାଇଛି ବୋଲି ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୧୦/୨୦୨୫---୮,୨୦ Sakhigopal News,30/10/2025

ads

Blog Archive

Popular Posts