ads

Breaking News

ସତ୍ୟବାଦୀ ଥାନା ତିନି ୱାରେଣ୍ଟି ଗିରଫ କରିଛି

 

 ସାକ୍ଷୀଗୋପାଳ ---ଏସପି ପୁରୀଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିବା ଅପରେସନ ଚକରା ଆଧାରରେ ଏନବିଡ୍ଯୁ  ଡାଇଭି ରେ ସତ୍ୟବାଦୀ ଥାନା ପକ୍ଷରୁ ଚଢାଉ କରାଯାଇ ତିନି ଜଣ ଅପରାଧିଙ୍କୁ ୱାରେଣ୍ଟ ବଳରେ ଗିରଫ କରା ଯାଇଛି। 
ଦୀର୍ଘ ତିନି ବର୍ଷ ହେବ ଗିରଫ କୁ ଏଡେଇ ଲୁଚି ରହିଥିଲେ ।ବିଶ୍ୱସ୍ତସୂତ୍ରରୁ ଖବରପାଇ ସ୍ୱତନ୍ତ୍ର ପୋଲିସ ଟିମ ଆଜି ସକାଳୁ ସତ୍ୟବାଦୀ ଥାନା  ସାରଙ୍ଗଯୋଡ଼ି ଗ୍ରାମରେ ଚଢ଼ାଉକରି ଅଭିଯୁକ୍ତ ରଶ୍ମି ରଞ୍ଜନ ସେନାପତି(୪୭) ଙ୍କୁ ୱାରେଣ୍ଟ ବଳରେ ଗିରଫ କରିଛି। ମାନ୍ୟବର ପୁରୀ ଜେଏମଏଫସି -୨ କୋର୍ଟଙ୍କ ଗିରଫ ପରୱାନା ନମ୍ବର ଜିଆର ୨୮୧୮/୨୨  ବଳରେ ତାଙ୍କୁ ଗିରଫ କରାଯାଇଛି ।
ସେହିପରି  ସତ୍ୟବାଦୀ ଥାନା ମଳୁକପାଟଣା ଗ୍ରାମର ଶିବ ଶଙ୍କର ଦାସ ଓ ଚନ୍ଦ୍ରଶେଖର ଦାସ ଙ୍କୁ ପ୍ଯାମିଲ କୋର୍ଟ ଗିରଫ ପରୱାନା ନମ୍ବର ଜିଲାର/ ୯୩୬/୨୦୨୩  ବଳରେ ମଧ୍ୟ ଗିରଫ କରାଯାଇ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସତ୍ଯବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି।୧୬/୯/୨୦୨୫---୮,୪୫ Sakhigopal News,16/9/2025

ads

Blog Archive

Popular Posts