ads

Breaking News

ଡେଲାଙ୍ଗ କଂଗ୍ରେସ ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

 

ଡେଲାଙ୍ଗ --- ଆଜି ପବିତ୍ର ତଥା ଅକ୍ଟୋବର ଦୁଇ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଜନ୍ମ ଦିବସ ଓ ଲାଲ ବହାଦୁର ଶାସ୍ତୀଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଡେଲାଙ୍ଗ -ପିପିିଲି ନିର୍ବାଚନ ମଣ୍ଡଳୀର ଯୁବ ଗଂଭ୍ରେସ ନେତା ଅଜିତ ମଙ୍ଗରାଜ,  ବ୍ଳକ ସଭାପତି ରବୀନ୍ଦ୍ର ଦାସ, କ୍ଷେତ୍ର ମୋହନ ସ୍ୱାଇଁ, ପୂର୍ବତନ ବ୍ଳକ ସଭାପତି ଦେବ ପ୍ରସାଦ ରାଉତରାୟ. ବିପନ ବଳବନ୍ତରୟ, ଦେବରାଜ ପ୍ରଧାନ ପ୍ରମୁଖ  କଂଗ୍ରେସ କର୍ମୀ ମାନେ ବୋରବୋଇ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂତିରେ ମାର୍ଲ୍ୟପଣ କରିଥିଲେ । ସେଠାରେ ଗାନ୍ଧୀଙ୍କ ପ୍ରିୟ ରାମଧ୍ୱନି ଗାନ କରିଥିଲେ । ରାଜ୍ୟ ଓ ଜିଲ୍ଲା ତଥା ଡେଲାଙ୍ଗକୁ ସମ୍ପୂର୍ଣ୍ଣ ନିଶା ମୁକ୍ତ୍ ଘେଷଣା ଦାବିକୁ ସମର୍ଥନ ମଧ୍ୟ କରିଥିଲେ ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ

ads

Blog Archive

Popular Posts