ads

Breaking News

ଭେଡେନରେ ନୂତନ ତହସିଲଦାର ଭାବେ ଯୋଗ ଦେଲେ ଅନୀଲ କୁମାର ହୋତା


ବରଗଡ଼ରୁ ନବୀନ ଦାଶ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଭେଡେନ ତହସିଲରେ ଗତକାଲି ନୂତନ ତହସିଲଦାର ଭାବେ ଯୋଗଦାନ କଲେ ଅନୀଲ କୁମାର ହୋତା.ଓଏ ଏସ.(ଜେ ବି)।ଏନେଇ ଭେଡେନ ତଥା ଭେଡେନ ତହସିଲ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍..

ads

Blog Archive

Popular Posts