ads

Breaking News

ସାନକାଞ୍ଜିଆ ଗ୍ରାମ ସଟଡାଉନ

 


 ସାକ୍ଷୀଗୋପାଳ-------   ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର ତଥା ୩୧୬ନଂ ଜାତୀୟ ରଜପଥ କରରେ ଥିବା ସାନ କାଞ୍ଜିଆ ଗ୍ରାମରେ ଶୁକ୍ରବାର ଦୁଇ ଜଣ କରୋନା ପଜେଟିଭି ବାହାରିଥିବା ବେଳେ ଶନିବାର ଦିନ ଆଉ ଜଣେ କରୋନା ପଜେଟିଭି ବାହାରିଛି । ଏଥି ଯୋଗୁ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ବ୍ଳକ ବିଡଇଓ ସରୋଜ କୁମାର ଦତ୍ତ ଘୋଷଣା କରିଛନ୍ତି । ସ୍ଥାନୀୟ ସରପଞ୍ଚ ବାସନ୍ତୀ ବେହେରା ଉକ୍ତ ଗ୍ରାମର ପ୍ରବେଶ ପଥରେ ବାଉଁଶ ବାଡ କରି ରୋକ ଲଗାଯାଇଛି । ଗ୍ରାମ ମୁଣ୍ଡରେ ବିଚିଂ ପାଉଣ୍ଡର ପକାଯାଇ ବିଶୋଧନ କରାଯାଇଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts