ads

Breaking News

ରଙ୍ଗଣିସାହି କଣ୍ଟେନମେଣ୍ଟ ଜୋନ ଘୋଷଣା

ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ରଙ୍ଗଣିସାହି ଗ୍ରାମରେ ଜଣେ ଯୁବକ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ଯୁବକ ଜଣଙ୍କର କରୋନା ପଜେଟିଭି ରିର୍ପୋଟ ଆସିବା ପରେ ରଙ୍ଗଣିସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ବ୍ଳକ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ବିଡିଓ ସରୋଜ କୁମାର ଦତ୍ତଓ ସରପଞ୍ଚ ବାସନ୍ତୀ ବେହେରାଙ୍କ ଉପସ୍ଥିତିରେ କଣ୍ଟେମେଣ୍ଟ ଜୋନ ଘୋଷଣା କରିଥିଲେ । ଗ୍ରାମର ପ୍ରବେଶ ପଥରେ ବାଉଁଶ ବାଡ ଦିଆଯାଇଛି ।  
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts