ads

Breaking News

ସହିଦ୍ ହୋଇ ଯାଇଥିବା କରୋନା ଯୋଦ୍ଧା ଙ୍କ ଉଦ୍ଧେଶ୍ୟରେ ନୀରବ ପ୍ରାର୍ଥନା ଓ ଶପଥ ପାଠ..

ପିପିଲି... ଚଳିତ କରୋନା ସମୟରେ ଜନସାଧାରଣ ଙ୍କୁ ସେବା ଦେଉ ଦେଉ ସହିଦ୍ ହୋଇ ଯାଇଥିବା ରାଜ୍ଯ ର ଛ ଜଣ ପୁଲିସ ଅଧିକାରୀ ଙ୍କ ଉଦ୍ଧେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ଛ ଘଟିକା ସମୟରେ ଏକ ନୀରବ ପ୍ରାର୍ଥନା ପାଇଁ ରାଜ୍ଯବାସୀ ଙ୍କୁ ଆହ୍ଵାନ ଦେଇଛନ୍ତି । ପିପିଲି ର ବିଭିନ୍ନ ସ୍ଥାନରେ ଏହାକୁ ପାଳନ କରାଯାଇଛି ।  ପିପିଲି ଥାନା ରେ ନୀରବ ପ୍ରାର୍ଥନା ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶପଥ ପାଠ ଏସ୍ ଡି ପିଓ ଦେବଦତ୍ତ ବରାଳ କରାଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆଇ ଆଇ ସି ଗୌରାଙ୍ଗ ଚରଣ ପୃଷ୍ଟି ସବ୍ ଇନ୍ସପେକ୍ଟର ସଂଘ ମିତ୍ରା ଚାନ୍ଦ, ସନ୍ଦୀପ ଦାସ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

 ପିପିଲି ରୁ ବିଜୟ କୁମାର ମହାପାତ୍ର 

ads

Blog Archive

Popular Posts