ads

Breaking News

ବିଶୋଧନ ହେଲା ପଞ୍ଚରିଡାମାନପୁର


ଓଡ଼ଗାଁ- ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ପଞ୍ଚରିଡାମାନପୁର ଗ୍ରାମକୁ ଆଜି ଅଗ୍ନିଶମ ବିଭାଗ ଦ୍ଵାରା ବିଶୋଧନ କରାଯାଇଅଛି ।
ସୂଚନା ଅନୁଯାୟୀ ଗତକାଲି ଗ୍ରାମରେ ଜଣେ ଯୁବକଙ୍କର ଶବ ବ୍ୟବଚ୍ଛେଦ ପରେ  କରୋନା ପଜିଟିଭ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ଗ୍ରାମରେ ଏକ ଭୟର ବାତାବରଣ ଖେଳିଯାଇଥିଲା ।ସାଧାରଣ ଲୋକେ ଆଶା ଏବଂ ଆଶଙ୍କା ମଧ୍ୟରେ ଥିବାବେଳେ ଆଜି ପ୍ରଶାସନ ତରଫରୁ ତତ୍ପରତା ଦେଖାଯାଇ ସମ୍ପୂର୍ଣ୍ଣ  ଗ୍ରାମକୁ ବିଶୋଧନ କରାଯାଇଅଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts