ads

Breaking News

ପୁରୀ ରେ ଜଣେ ପୋଲିସ କରୋନା ଯୋଦ୍ଧାଙ୍କର ମୃତ୍ୟୁ


 ପୁରୀ -----ପୁରୀ ରେଡ଼କ୍ରସ ରୋଡ ସ୍ଥିତ  କୋଭିଡ ହସ୍ପିଟାଲ ରେ ଜଣେ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଯାଇଛି । ସେ  ପୁରୀ ଜିଲ୍ଲା ପୋଲିସ କର୍ମଚାରୀ ସଂଘ ର ସଭାପତି ଶୁଭ୍ରାଂଶୁ ଶେଖର ପ୍ରଧାନ (ଟୁଟୁ ଭାଇ)  ବୋଲି ଜଣାପଡିଛି ।
 ପୁରୀ ରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ

ads

Blog Archive

Popular Posts