ads

Breaking News

ମାରୁତୀ ସେନା ପକ୍ଷରୁ ଦୀପଦାନ


 ପୁରୀ  -----ପୁରୀ ମାରୁତି ସେନାର ଜିଲ୍ଲା ସଂଯୋଜିକା ଇତିଶ୍ରୀ ସରିତା ମହାନ୍ତିଙ୍କ ନେତୃତ୍ୱରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାରୁତୀ ସେନା ପକ୍ଷରୁ ପୁରୀ ରାମ ମନ୍ଦିରରେ ଏକ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପପୁ ଦଳବେହେରା,ଦୀଲିପ ରାଉତ, ରାଜଶ୍ରୀ ଜଗଦେବ, ମୋନିକା ପାଲ, ସୁମିତ୍ରା ବାରିକ, ଚନ୍ଦନ ସାହୁ, ପିନାକୀ ପଟ୍ଟନାୟକ, ବାବୁଲି ପ୍ରଧାନ, ଦେବକୀ ମା, ପୀୟାନସି ଦାଶ, ରଶ୍ମି କିନ୍ନର, ବ୍ଳାକ କୁଇନ କିନ୍ନର, ରିମ ଝିମ କିନ୍ନର ,ଜଗନ୍ନାଥ ଭୋଇ, ରବୀନ୍ଦ୍ର ମଙ୍ଗରାଜ, ମୋନାଲିସା ଜେନା, ରୀନା  ପରିଡା, ଭାଗିରଥିନାୟକ, ସତ୍ୟଜିତି ବାରିକ, କାନ୍ନା ରାଓ, ବବିତା ମହାରଣା ବିଜୟନୀ ସ୍ୱାଇଁ ପ୍ରମୁଖ ଦୀପ ଦାନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । 
ପୁରୀରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts