ads

Breaking News

ଆମ୍ବୁଲାନ୍ସ ଦୁର୍ଘଟଣା : ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର


କୋଣାର୍କ-----   କୋଣାର୍କ କାକଟପୁର ରାସ୍ତାର ଜମରା ଗ୍ରାମ ହାତୀମଲା ଛକ ନିକଟରେ ଆଜି ସକାଳ ୮ ଘଟିକାରେ କାକଟପୁର ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସ ଗାଡି ନଂ(OD13L2546) ଦୁର୍ଘଟଣା ଗ୍ରସ୍ତ ହୋଇଛି। ଡାହାଣ ପଟକୁ ମାଡିଯାଇ ଏକ ଆକାସି ଗଛରେ ପିଟିହୋଇଛି। ଗାଡ଼ିରେ ଥିବା ଏକମାତ୍ର  ଡ୍ରାଇଭର ସାମାନ୍ୟ ଆହତ ହୋଇ ଥିବା ଜଣାପଡିଛି। ଅନ୍ୟମନସ୍କ କିମ୍ବା ନିଦ ଲାଗି ଯାଇଥିବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।
 କୋଣାର୍କ ରୁ ଅଜିତ

ads

Blog Archive

Popular Posts