ads

Breaking News

କଲିକତା ଫେରନ୍ତାଙ୍କୁ ସଂଘରୋଧ ଗୃହ କୁ ପଠାଗଲା

ଶରଣକୁଳ-ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମକୁ ଦୁଇ ଜଣ ମହିଳା କଲିକତା ରୁ ଫେରି ସଂଘରୋଧ ଗୃହ କୁ ନଯାଇ, ସେମାନେ ଘରକୁ ପଳାଇ ଆସିଥିଲେ।  କଲିକତା ଫେରନ୍ତା ମାନେ ଘରକୁ ଆସୁଥିବାର ଖବର ପାଇ ଶିଖରପୁର ଗ୍ରାମର ସରପଞ୍ଚ  ସେମାନଙ୍କ ଘରକୁ ଯାଇ ସେମାନେ ସଂଘରୋଧ ଗୃହ କୁ ଯିବାପାଇଁ କହିଥିଲେ ଓ ସେମାନଙ୍କୁ  ସଂଘରୋଧ ଗୃହ କୁ ପଠାଇଥିଲେ।ପରେ ଗ୍ରାମର କିଛି ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ଗ୍ରାମକୁ ହାଇଡ୍ରୋକ୍ଲୋରାଇଡ଼ ଦ୍ରବଣ ଛିଞ୍ଚନ କରାଯାଇଛି।
ଶରଣକୁଳ ରୁ ମାନସ କୁମାର ସାହୁ।

ads

Blog Archive

Popular Posts