ads

Breaking News

ଅଭିନେତା ସବ୍ୟସାଚୀଙ୍କୁ ବାଲୁକାକଳା ମାଧ୍ୟମରେ ପ୍ରଶଂସା


ପୁରୀ ---- ଲକ ଡାଉନ ଫସିଥିବା ଅସହାୟ ଶ୍ରମିକ ମାନଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ଓଲିଉଡ ର କଳାକାର ସବ୍ୟସାଚୀ । ରାସ୍ତାରେ ଅସହାୟ ଅବସ୍ଥାରେ ଥିବା ଶ୍ରମିକ ମାନଙ୍କୁ ଖାଦ୍ୟ ବ୍ୟବସ୍ଥା କରିବା ସହ ତାଙ୍କ ଘରକୁ ଯିବା ବ୍ୟବସ୍ଥା ମଧ୍ୟ କରୁଛନ୍ତି। ଏହି ପ୍ରୟାସ କୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଅଭିନେତା ସବ୍ୟସାଚୀ ଙ୍କ ଏଭଳି ମହନୀୟ କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି। ଅସହାୟ ଲୋକ ସବ୍ୟସାଚୀ ଯେଭଳି ସାହାଯ୍ୟ ର ହାତ ବଢ଼ାଇ ଛନ୍ତି ତାହା ସମାଜ ରେ ଏକ ଭଲ ବାର୍ତା ଯିବା ସହ ସଚେତନ ମଧ୍ୟ କରାଇଛି ଅସହାୟ ଙ୍କୁ ସାହାଯ୍ୟ ପାଇଁ। ପୁରୀ ବେଳାଭୂମିରେ ସବ୍ୟସାଚୀ ଙ୍କ ଏହି ମହାନ କାର୍ଯ୍ୟ କୁ ବାଲୁକାକଳା ମାଧ୍ୟମ ରେ ପ୍ରଶଂସା କରିଛନ୍ତି ବିଶିଷ୍ଟ ବଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ads

Blog Archive