ads

Breaking News

ହୁମର ଗ୍ରାମରେ ରାଶନ କାର୍ଡଧାରୀଙ୍କୁ ମିଳିଲା ୧ହଜାର ଟଙ୍କା


 ଡେଲାଙ୍ଗ-- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ହୁମର ଗ୍ରାମରେ ସମସ୍ତ ରାଶନ କାର୍ଡଧାରୀଙ୍କୁ ମିଳିଛି ଏକ ହଜାର ଟଙ୍କା । ରାଜ୍ୟ ସରକାର କରୋନା ଯୋଗୁ ଲକ ଡାଉନ ଜାରି କରିଛନ୍ତି । ଯାହା ଫଳରେକି ଘରୁ ମଧ୍ୟ ନ ବାହାରିବା ପାଇଁ ମନା କରାଯାଇଛି । ଏହାକୁ ମାନି ଲୋକମାନେ ଘରେ ବସି ରହିଛନ୍ତି । ରାଜ୍ୟ ସରକାରଙ୍କ ନିସ୍ପତି କ୍ରମେ ରାଶନ କାର୍ଡ ଥିବା ପ୍ରତି ପରିବାରଙ୍କ ଘରେ ସରପଞ୍ଚ କାଳନ୍ଦି ଚରଣ ଜେନା, ୱାର୍ଡ ସଭ୍ୟ ବ୍ରହ୍ମାନନ୍ଦ ପରିଡା, ଜିଆରଏସ ପବିତ୍ର ପ୍ରଧାନ ଓ ଶିକ୍ଷକ ମନୋରଞ୍ଜନ ଜେନାଙ୍କ ଉପସ୍ଥିତିରେ ଏହି ଟଙ୍କା ବଣ୍ଟନ କରାଯାଇଥିଲା ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive