ads

Breaking News

ରଙ୍ଗ ତୂଳୀରେ କରୋନା ସଚେତନତା ସୃଷ୍ଟି


ଡେଲାଙ୍ଗ--- ଡେଲାଙ୍ଗ ହାଟ ବଜାର ଛକ ବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂତ୍ତି ଆଗରେ ଜନସାଧାରଣଙ୍କ ଉଦ୍ଦ୍ୟେଶରେ ପୁରୀ ଜିଲ୍ଲା ରଙ୍ଗ ତୂଳୀ କଳାକାର ସଂଘ ( ଡେଲାଙ୍ଗ ) ପକ୍ଷରୁ କରୋନା ସମ୍ପକୀୟ କେତକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts