ads

Breaking News

ଫଟୋ ଫିଚର୍


ନୟାଗଡ଼ ---- ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଞ୍ଚଳରେ ଏକ ଓଟକୁ ନେଇ ଚର୍ଚ୍ଚା ଜୋର ଧରିଛି।କରୋନା ଯୋଗୁଁ ସବୁ ସ୍ଥାନରେ ଲକ ଡାଉନ ଥିବାବେଳେ ଓଟଟି ଖାଇବାକୁ ନପାଇ ଭୋକରେ ବୁଲୁଛି। ଓଟର ମାଲିକ ତାକୁ ଛାଡ଼ିଦେଇ ଚାଲିଯାଇଥିବା ସୂଚନା ମିଳିଛି।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive