ଫଟୋ ରେ ଖବର
ଫୁଲବାଣୀ---- ରାଜ୍ୟ ରେ କରୋନାକୁ ନେଇ ଜାରି ହୋଇଥିବା ଲକ୍ ଡାଉନ୍ ର ଶନିବାର ହେଉଛି ୧୧ଦିନ । ପ୍ରଥମେ ପ୍ରଥମେ ଲକ୍ ଡାଉନ୍ କୁ ଲୋକମାନେ ମାନୁନଥିଲେ । କରୋନା ରୋଗୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବା ସହ କଟକ, ଭୁବନେଶ୍ୱର ଓ ଭଦ୍ରକ ଜିଲ୍ଲାରେ ୪୮ ଘଣ୍ଟା ସଟ ଡାଉ
ନ୍ ଜାରି ହେବା ପରେ ଫୁଲବାଣୀରେ ଲୋକମାନେ ଲକ୍ ଡାଉନ୍ କୁ ସଫଳ କରିଛନ୍ତି ।
ନ୍ ଜାରି ହେବା ପରେ ଫୁଲବାଣୀରେ ଲୋକମାନେ ଲକ୍ ଡାଉନ୍ କୁ ସଫଳ କରିଛନ୍ତି ।
ଫୁଲବାଣୀ ରୁ ଗୈର ପ୍ରସାଦ ସାହୁ



