ads

Breaking News

ଓଡ଼ଗାଁ ରଘୁନାଥଙ୍କ ଅହଲ୍ୟା ଉଦ୍ଧାର ବେଶ


ଓଡ଼ଗାଁ---_ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ବିଜେ ରଘୁନାଥ ଜୀଉ ଆଜି କାମଦା ଏକାଦଶୀ ତିଥିରେ ଅହଲ୍ୟା ଉଦ୍ଧାର ବେଶରେ ସୁସଜ୍ଜିତ।ଗୌତ୍ତମ ଋଷିଙ୍କ ଅଭିଶାପରୁ ଆଜି ଅହଲ୍ୟା ମୁକ୍ତ ହେବାର ମନୋରମ ଦୃଶ୍ୟ ଦେଖିବାକୁ ମିଳିଥିଲା। ମନ୍ଦିର ମଧ୍ୟରେ କେବଳ ଠାକୁରଙ୍କ ରୀତିନୀତି ସମ୍ପନ୍ନ ହୋଇଥିଲା।ଲକ ଡାଉନର ପ୍ରଭାବ ଯୋଗୁଁ ଆଜି ମଧ୍ୟ ଜନସାଧାରଣ ଠାକୁରଙ୍କୁ ଦର୍ଶନ କରିପାରିନାହାନ୍ତି। 
ଓଡ଼ଗାଁ ରୁ ରାଜୀବ ଲୋଚନ ବରାଡ

ads

Blog Archive