ads

Breaking News

ଶ୍ରୀରାମନବମୀ ଯାତ୍ରାର ୪ର୍ଥ ଦିବସ


ଓଡ଼ଗାଁ---- ଓଡ଼ଗାଁ ପ୍ରସିଦ୍ଧ ଶ୍ରୀରାମନବମୀ ଯାତ୍ରାର ୪ର୍ଥ ସନ୍ଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଗଙ୍ଗାପାର ବେଶରେ ଦର୍ଶନ ଦେଇଛନ୍ତି । କରୋନା କଟକଣା ଯୋଗୁଁ ଭକ୍ତମାନେ ସାଧାରଣ ଦର୍ଶନ ରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଲକ୍ ଡାଉନ ଆଇନ ଜାରି କରାଯାଇଛି। ଏହାକୁ ମନ୍ଦିର ପରିଚାଳନା କମିଟି ଓ ଜନସାଧାରଣ ମାନି ନେଇଛନ୍ତି । କେବଳ ଠାକୁରଙ୍କ ନୀତି କାନ୍ତି କରାଯାଉଛି ।
ରାଜୀବ ଲୋଚନ ବରାଡ଼ ଓଡ଼ଗାଁ

ads

Blog Archive

Popular Posts