ads

Breaking News

ଫଟୋରେ ଖବର


କୋଣାର୍କ--- ରାଜ୍ୟରେ କରୋନା ପାଇଁ ଲକ ଡାଉନ ଜାରି କରାଯାଇଛି । ଏହି ନିୟମ ଯେଉଁମାନେ ଭାଙ୍ଗୁଛନ୍ତି ସେମାନଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ନିୟମ କରାଯାଇଛି । ମାତ୍ର କୋଣାର୍କ ଓ ଜିଲ୍ଲା ପ୍ରଶାସନର ଅପରାଗତ ଯୋଗୁ ଏଠାରେ ଲକ ଡାଉନ ସମ୍ପର୍ଣ୍ଣ ବିଫଳ ।
କୋଣାର୍କରୁ ଅଜିତ କୁମାର ମଲିକ 

ads

Blog Archive