ads

Breaking News

ଶିକ୍ଷକ ନିଜେ ତିଆରି କରି ମାକ୍ସ ବାଣ୍ଟିଲେ


ଫୁଲବାଣୀ --- ଖଜୁରୀ ପଡା ବ୍ଲକ ଟିଟ୍ରା ପଙ୍ଗା ପଞ୍ଚାୟତ ଅନ୍ତର୍ଗତ କାଲାଡ଼ି ଗ୍ରାମ ର ଶିକ୍ଷକ ରାଧା କାନ୍ତ ଦିଗାଲ ନିଜ ଘରେ ମାକ୍ସ ତିଆରି କରି ନିଜ ପଞ୍ଚାୟତରେ ଘର ଘର ବୁଲି ସମସ୍ତ ଙ୍କୁ ମାକ୍ସ ବାଣ୍ଟିଲେ ।  କିପରି କରୋନା ଭୁତାଣୁ ଠୁ ଦୁରେଇ ରହିବା ସେ ନେଇ ଲୋକଙ୍କୁ ସଚେତନ କରାଉଛନ୍ତି । ସେ ପ୍ରାୟ ନିଜ ପଞ୍ଚାୟତ ରେ ଏକ ହଜାରରୁ ଉର୍ଦ୍ଧ୍ବ ମାକ୍ସ ତିଆରି କରି ଘର ଘର ବୁଲି ବାଣ୍ଟି ସାରିଲେଣି ଓ ଆଗକୁ ମଧ୍ଯ ବାଣ୍ଟିବେ ବୋଲି କହିଛନ୍ତି । ତାଙ୍କୁ ଏ କାମ ରେ ତାଙ୍କର୍ ଦୁଇ ଝିଅ ଏବଂ ତାଙ୍କ ବନ୍ଧୁ ସଂଜୟ କୁମାର ଦିଗାଲ  ସହଯୋଗ କରୁଛନ୍ତି ବୋଲି କହନ୍ତି ।
ଫୁଲବାଣୀ ରୁ ଗୌର ପ୍ରସାଦ ସାହୁ

ads

Blog Archive