ads

Breaking News

କୋମଣ୍ଡରେ ରାସ୍ତା ଅବରୋଧ


 S Daeli
nayagarh

ନୟାଗଡ଼--- ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଧୀନରେ ଥିବା କୋମଣ୍ଡସ୍ଥିତ ଶ୍ରୀ ପଲିଟେକ୍ନିକରେ ଛାତ୍ରଛାତ୍ରୀ ମାନେ ଆଜି ରାଜରାସ୍ତାକୁ ଓଲ୍ହାଇଛନ୍ତି। ସେମାନେ ବିଭିନ୍ନ ସମୟରେ ଅନୁଷ୍ଠାନର ଅସୁବିଧାକୁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ।ଏଥିରେ ଛାତ୍ର ଅଶାନ୍ତି ବୃଦ୍ଧି ପାଇବା ସହ ଆନ୍ଦୋଳନକୁ ତୀବ୍ର କରାଯାଇ ଅନୁଷ୍ଠାନର ଗେଟକୁ ତାଲା ପକାଇବ ସହ ସେମାନେ ଭୁବନେଶ୍ୱର ଭଞ୍ଜନଗର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ମୋଟର ଅଟକିଥିବା ଯୋଗୁଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । 
ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive