ads

Breaking News

ସୃଜନଶୀଳ ଲିଖନ ପ୍ରତିଯୋଗିତାରେ ଭାଗ୍ୟଶ୍ରୀ ଜିଲ୍ଲାସ୍ତରକୁ ମନୋନୀତ

କୋଣାର୍କ-----କୋଣାର୍କ ନିକଟ ଭୈରବ ନୋଡାଲ ୟୁପିଏସ୍ କ୍ଲଷ୍ଟର ଅନ୍ତର୍ଗତ ମାଟିଆପଡା ନୋଡାଲ ୟୁପି ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ଭାଗ୍ୟଶ୍ରୀ ନାୟକ  ସୁରଭିର ସୃଜନଶୀଳ ଲିଖନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି  ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି ।   କ୍ଲଷ୍ଟରସ୍ତରୀୟ ପ୍ରତିଯୋଗିତାରେ ଭାଗ୍ୟଶ୍ରୀ ହସ୍ତାକ୍ଷର ଓ ଶ୍ରୁତଲିଖନ ଏବଂ ସୃଜନଶୀଳ ଲିଖନରେ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକସ୍ତରକୁ ଉନ୍ନୀତ ହୋଇଥିଲେ । ଭାଗ୍ୟଶ୍ରୀର ଏହି ସଫଳତା ପାଇଁ ସିଆରସିସି ରବୀନ୍ଦ୍ରନାଥ ବାହିନୀପତି ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସାଧୁବାଦ ଜଣାଇବା ସହିତ ପୁରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ତାଙ୍କର ସଫଳତା କାମନା କରିଛନ୍ତି ।
କୋଣାର୍କରୁ ଅଜିତ କୁମାର ମଲିକ
sakhigopal news satyabadi news konark news
Srujan sila likhana pratijogita re bhagyashree jeela stariya ku manonwita
sakhigopal news
satyabadi news
konark news

ads

Blog Archive

Popular Posts