ads

Breaking News

ଯୁବକଙ୍କୁ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ମାଡ

 ଡେଲାଙ୍ଗ---- ଅଭୟମୁଖୀ ଗ୍ରାମର ସର୍ବେଶ୍ୱର ଜେନା ନିଜ ମଟର ସାଇକେଲ ଯୋଗେ ନଳିବସନ୍ତ ଭଉଣୀ ଘରକୁ ଯାଉଥିଲେ । ଆରଦା ଗ୍ରାମ ପାଖରେ ଟୁନା ବେହେରାଙ୍କ ସହିତ କିଛି ଯୁବକ ମାନେ ମୋ ମଟର ସାଇକେଲ ଅଗାକୁ ପଳେଇ ଆସିଥିଲେ  । ମୁଁ ଗାଡି ଅଟକାଇ ଉକ୍ତ ଯୁବକ ମାନଙ୍କୁ ପଚାରିଥିଲି ଏପରି କାହିଁକି ହୋଉଛି  । ଗାଡି ଧକ୍କା ହୋଇଥିଲେ କ’ଣ ହୋଇଥାନ୍ତା ବୋଲି ପଚାରିବାରୁ ଟୁନା ବେହେରା ସଙ୍ଗେ ସଙ୍ଗେ ଗାଳିମନ୍ଦ କରିଥିଲେ  । ସାହାର୍ଯ୍ୟ କରିବା ପାଇଁ ଅନ୍ୟ ମାନଙ୍କୁ ଡକାଇବାରୁ ସେମାନେ ସାହାର୍ଯ୍ୟ କରିବା ପରିବର୍ତ୍ତେ ମିଳିତ ହୋଇ ମତୋ ମାଡ ମାରି ଗୁରୁତର ଭାବରେ ଆହତ କରି ଛନ୍ତି ବୋଲି ସତ୍ୟବାଦୀ ଥାନାରେ ସର୍ବେଶ୍ୱର ଲିଖିତ ଅଭିଯୋଗ କରିଥିବା ସତ୍ୟବାଦୀ ଥାନା ସୁତ୍ରରୁ ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts