ads

Breaking News

ଥୁଆପାଲି କେନାଲ କୂଳରେ ଛଟ ପୂଜା ଅନୁଷ୍ଠିତ


ବରଗଡ଼ --- ବରଗଡ ଜିଲ୍ଲା ଥୁଆପାଲି କେନାଲ କୂଳରେ ଠାରେ ପ୍ରତି ବର୍ଷ ଏବର୍ଷ ମଧ୍ୟ ବିହାରୀ ସଂପ୍ରଦାୟର ମହିଳା, ପୁରୁଷ ଓ ଛୋଟଛୋଟ ଶିଶୁମାନେ ଛଟ ପୂଜାରେ ଯୋଗ ଦେଇଥାନ୍ତି। ସମସ୍ତେ ମିଶି ଅସ୍ତଗାମୀ ସୂର୍ଯ୍ୟ ଓ ଉଦିତ ସୂର୍ଯ୍ୟ ଙ୍କୁ ନିର୍ଜଳା ଉପବାସ ରହି ଷଠୀ ମା ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଏହା ଛଟ ପୂଜା କହିଥାନ୍ତି। ଏହି ଛଟ ପୂଜା କଲେ ମାନସିକ , ମନୋସ୍କାମନା, ଧନ ସଂପତ୍ତି ବୃଦ୍ଧି, ସ୍ଵାମୀ ଓ ସନ୍ତାନଙ୍କର ମଙ୍ଗଳ କାମନା କରିବାପାଇଁ ଛଟ ପୂଜା କରାଯାଇଥାଏ। ଏଥିରେ ମୁଖ୍ୟ ଭାବରେ ଭୋଲା ସାହାନୀ, ମନିଷ ସିଂ, ମୁକେଶ ସାହାନୀ, ଶିବକୁମାର ଚୌଧୁରୀ, ଧର୍ମେନ୍ଦ୍ର ସାହାନୀ, ଶିବଜୀ ସାହାନୀ, ଗୁଲଠା ସାହାନୀ ଛୋଟୁ ସହାନୀ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା ରେ ସହଯୋଗ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୧/୧୧/୨୦୨୩---୬,୩୫ Sakhigopal News,21/11/2023

ads

Blog Archive

Popular Posts