ads

Breaking News

କେ ଏସ୍ ୟୁ ବି କଲେଜର ଇଲେକ୍ଟ୍ରୋନିକ୍ସ ବିଭାଗର ପାଠଚକ୍ର




ଭଞ୍ଜନଗର, - ଗଞ୍ଜାମ ଜିଲା 
ଭଞ୍ଜନଗର କେ ଏସ୍ ୟୁ ବି କଲେଜ 
ଇଲେକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ଆଜି ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ। ଛାତ୍ରୀ ସ୍ନେହା ପାଳ ବ୍ଲକ ଚେନ ଉପରେ ଲିଖିତ ସଂଦର୍ଭଟିକୁ ପଠନ କରିଥିଲେ। ତାଙ୍କୁ  ଅଧ୍ୟାପକ ବୁଦ୍ଧିନାଥ ବେହେରା ସହଯୋଗ କରିଥିଲେ। ହିଞ୍ଜିଳିକାଟୁ କଲେଜ ଇଲେକ୍ଟ୍ରୋନିକ୍ସ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପି କେ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।  ଛାତ୍ର ବିଶ୍ଵଜିତ ମହାରଣା ସଭାକୁ ସଂଯୋଜନା କରିଥିଲେ।  କର୍ମଚାରୀ ସୁନୀଲ କୁମାର ବ୍ରହ୍ମା,  ଟୁନା ଜେନା ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୧୧/୨୦୨୩----୯,୩୫ Sakhigopal News,28/11/2023

ads

Blog Archive

Popular Posts