ads

Breaking News

ବ୍ରଜ ପାତ୍ରରେ ଚାଷୀଙ୍କର ମୃତ୍ୟୁ


ପୁରୀ --- ପୁରୀ ସଦର ବ୍ଲକ ଅନ୍ତର୍ଗତ ବାଲିପୁଟ ଗ୍ରାମ ପଞ୍ଚାୟତ ର ମାକଣ୍ଡପୁର ଗ୍ରାମ ର ଚାଷୀ ବଂଶୀଧର ପରିଡ଼ା ଙ୍କ ବ୍ରଜପାତରେ ଅକାଳ ମୃତ୍ୟୁ ହୋଇଥିବା ଜଣାପଡିଛି। ସୁଚନା ଯୋଗ୍ୟ ଯେ ବଂଶୀଧର ଆଜି ମଧ୍ୟାହ୍ନ ରେ ବିଲକୁ ଯାଇଥିବା ସମୟରେ ବ୍ରଜପାତ ହୋଇଥିଲା। ବଂଶଧାରା ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ପୁରୀ ମେଡିକାଲ କୁ ଚିକିତ୍ସା ପାଇଁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୮/୨୦୨୩----୬,୧୦ Sakhigopal News,17/8/2023

ads

Blog Archive

Popular Posts