ads

Breaking News

କ୍ରିଡାଙ୍ଗନ କ୍ଲବ ତାଲିମ୍‌ ଉଦ୍‌ଯାପିତ




ସାକ୍ଷୀଗୋପାଳ ---ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ରିଡାଙ୍ଗନ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି। ଆନନ୍ଦ ଉତ୍ସାହ ସହ ସତ୍ୟବାଦୀ ଶିକ୍ଷା ମଣ୍ଡଳର ୨୫ ଜଣ ଶାରୀରିକ ଶିକ୍ଷା ଶିକ୍ଷକ ,ଶିକ୍ଷୟିତ୍ରୀ ମାନେ ଏହି ତାଲିମ୍‌ ନେଇଥିଲେ। ତାଲିମ୍‌ ଦାତା ଭାବେ ତିନିଦିନ କାଳ ସୁଚିତ୍ର ଖଟେଇ ଓ ସ୍ବାଗତିକା ସାମନ୍ତରାୟ ତାଲିମ୍‌ ଦେଇଥିଲେ।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଉଦ୍‌ଯାପନି ଶିବିର ରେ ଅତିଥି ରୂପେ ଯୋଗ ଦେଇଥିଲେ। ତିନି ଦିନର ଅନୁଭୁତି କହିଥିଲେ ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ନରେନ୍ଦ୍ର ବେହେରା। ଧନ୍ୟବାଦ ଦେଇଥିଲେ ଦାମଦୋର ମିଶ୍ର । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୮/୮/୨୦୨୩----୮,୪୫ Sakhigopal News,18/8/2023

ads

Blog Archive

Popular Posts