ads

Breaking News

ତାରସିଂ ଥାନାଧିକାରୀ ପ୍ରଦିପ୍ତକୁମାର ଦାସଙ୍କ ଅବସର ଗ୍ରହଣ କଲେ



ଭଞ୍ଜନଗର----ତାରାସିଂ ଥାନାଧିକାରୀ ପ୍ରଦିପ୍ତ କୁମାର ଦାସ ଶୁକ୍ରବାର ଚାକିରିରୁ ଅବସର ନେଇଛନ୍ତି। ଶ୍ରୀଦାସ ୨ ବର୍ଷ ଧରି ଥାନାଧିକାରୀ ଭାବେ କାର୍ଯ ତୁଲାଇ ଆସୁଥିବା ବେଳେ ତାରସିଂ ଥାନା ଅଞ୍ଚଳରେ ଅପରାଧ,ବେଆଇନ ମଦ କୁ ଦମନ କରିବା ଓ ଆଇନଶୃଙ୍ଖଳାକୁ ଅଧିକ ଗୁରୁତ୍ବ ଦେଇ ଆସୁଥିଲେ। ଯାହାକି ସ୍ଥାନୀୟ ଅଞ୍ଚଳରେ ଶୃଙ୍ଖାଳ ଦେଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ପ୍ରଦିପ୍ତ କୁମାର ଦାସ ଙ୍କ ଠାରୁ ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ  ଦାୟିତ୍ବ ଗ୍ରହଣ କରିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୭/୨୦୨୩----୯,୧୦ Sakhigopal News,1/7/2023

ads

Blog Archive

Popular Posts