ads

Breaking News

ଖଣ୍ଡପଡ଼ା ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ , ଜୋତିପ୍ରକାଶ ସ୍ୱାଇଁ




ନୟାଗଡ,---- ନୟାଗଡ ଜିଲ୍ଲାର ଖଣ୍ଡପଡ଼ାଥାନାରେ ନୂତନ ଥାନା ଅଧିକାରୀ ଭାବେ ଜ୍ୟୋତି ପ୍ରକାଶ ସ୍ୱାଇଁ ସୋମବାର ଦିନ କାର୍ଯ୍ୟରେ ଯୋଗ ଦେଇଥିବା ଜଣା ପଡ଼ିଛି।ନୂତନ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଏଥି ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ଥିଲେ।ନୂତନ ଥାନା ଅଧିକାରୀ କାର୍ଯ୍ୟରେ ଯୋଗ ଦେବା ପରେ ଥାନାର ସମସ୍ତ କର୍ମଚାରୀ ତାଙ୍କୁ ସ୍ବାଗତ ଜଣାଇଛନ୍ତି। ଖଣ୍ଡପଡ଼ା ଥାନା ଅଞ୍ଚଳରେ ଆଇନି ଶୃଙ୍ଖଳାପରିସ୍ଥିତି ପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବେ ବୋଲି ଏକ ସାକ୍ଷାତ କାରରେ ଶ୍ରୀ  ସ୍ବାଇଁ ପ୍ରକାଶ କରିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୯/୭/୨୦୨୩-----୯,୪୫ Sakhigopal News,19/7/2023

ads

Blog Archive

Popular Posts