ads

Breaking News

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ



ଭଞ୍ଜନଗର--- ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ତରଫରୁ ଜିଲୁଣ୍ଡି ପଞ୍ଚାୟତ ସ୍ତରୀୟ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅଗଝୋଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଶିବିରରେ ୫୦ ଜଣ ମଧ୍ୟରୁ ୧୫ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଡାକ୍ତରଖାନା ଆଇ କେୟାର ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି।  ସେମାନଙ୍କର ଚିକିତ୍ସା ପରେ  ତାଙ୍କୁ ଆଣି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଛଡା ଯିବ ବୋଲି ଅନୁଷ୍ଠାନର ସଂପାଦକ ହରିକୃଷ୍ଣ ସାହୁ କହିଛନ୍ତି। ଡଃ ହରିଶ୍ଚନ୍ଦ୍ର ସାହୁ ୫୦ ଜଣଙ୍କ ଆଖି ପରିକ୍ଷା କରି କିଛି ରୋଗୀମାନକୁ ଚଷମା ଦିଆଯାଇଥିବା ବେଳେ ଆଉ କିଛି ରୋଗୀମାନକୁ ଔଷଧ ବଶ୍ଚନ କରାଯାଇଥିଲା ।  ଶିକ୍ଷା କେନ୍ଦ୍ର ର‌ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାରୀ ପ୍ରଧାନ ସମ୍ପାଦକ ହରିକ୍ରୁଷ୍ଟ ସାହୁ ପ୍ରତିଷ୍ଠାତା ଲଡୁ କିଶୋର ପ୍ରଧାନ ଓ CH ତ୍ରିପତି ଆଚାରୀ ଚକ୍ଷୁ ଶିିବିର କାର୍ଯ୍ୟକ୍ରମକୁ  ପରିଚାଳନା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୭/୨୦୨୩ ---୭,୨୦ Sakhigopal News,29/7/2023

ads

Blog Archive

Popular Posts