ads

Breaking News

ଦିବଂଗତ ଅଜୟ ରାଉତରାୟଙ୍କ ଧର୍ମପତ୍ନୀ ପ୍ରାର୍ଥୀ ହେବେ


ଡେଲାଙ୍ଗ --- ଡେଲାଙ୍ଗ ବ୍ଲକ ସୁଜନପୁର ପଞ୍ଚାୟତର ଦିବଂଗତ ଯୁବନେତା ଅଜୟ ରାଉତରାୟଙ୍କ ଅକାଳ ବିୟୋଗ ପରେ ଏହି ସ୍ଥାନ ଖାଲି ପଡିଥିଲା । ସ୍ବର୍ଗତ ଅଜୟ ରାଉତରାୟଙ୍କ ଧର୍ମପତ୍ନୀ ସବିତା ରାଉତରାୟ ହେବେ ସୁଜନପୁର ପଞ୍ଚାୟତର ଉପନିର୍ବାଚନରେ ସମିତିସଭ୍ଯା ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ।ଏନେଇ ଭୁବନେଶ୍ବରସ୍ଥିତ ବିଜେଡି ଭବନରେ ପୁରୀ ଜିଲ୍ଲା ବିଜେଡି ପର୍ଯ୍ଯବେକ୍ଷକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଘୋଷଣା କରିଥିବା ଜଣାପଡିଛି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୭/୨୦୨୩----୯,୩୫ Sakhigopal News,15/7/2023

ads

Blog Archive

Popular Posts