ads

Breaking News

ବାଙ୍କୀ ଥାନାରେ ନୂତନ ଥାନା ଅଧିକାରୀଭାବେ ଯୋଗଦେଲେ କାବୁଲି ବାରିକ




ବାଙ୍କୀ/କଟକ -  କଟକ ଜିଲ୍ଲାର ବାଙ୍କୀ ଥାନାରେ ନୂତନ ଥାନା ଅଧିକାରୀ ଭାବେ କାବୁଲି ବାରିକ
ବୁଧବାର ଦିନ କାର୍ଯ୍ୟରେ ଯୋଗ ଦେଇଥିବା ଜଣା ପଡ଼ିଛି।ନୂତନ ଥାନା ଅଧିକାରୀ ଶ୍ରୀ ବାରିକ ଏଥି ପୂର୍ବରୁ ଯାଜପୁର ଜିଲ୍ଲା ସୁକୁନ୍ଦା ଥାନାରେ କାର୍ଯ୍ୟରତ ଥିଲେ।ନୂତନ ଥାନା ଅଧିକାରୀ କାର୍ଯ୍ୟରେ ଯୋଗ ଦେବା ପରେ ଥାନାର ସମସ୍ତକର୍ମଚାରୀ ତାଙ୍କୁ ସ୍ବାଗତ ଜଣାଇଛନ୍ତି।ବାଙ୍କୀ ଥାନା ଅଞ୍ଚଳରେ ଆଇନି ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବେ ବୋଲି ଥାନା ଅଧିକାରୀ ଶ୍ରୀ ବାରିକ  କହିଛନ୍ତି। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୦/୭/୨୦୨୩----୧,୨୫ Sakhigopal News,20/7/2023

ads

Blog Archive

Popular Posts