ads

Breaking News

ଅସହାୟ ଙ୍କୁ ହାତ ବଢ଼ାଇଲା ଅଦୈତ ଫାଉଣ୍ଡେସନ

 
କଟକ ---- କିଛି ଦିନ ତଳେ ବାଙ୍କୀ ର ଅପପୁଷ୍ଟି ର ଶିକାର ହୋଇଥିବା ଏକ ପରିବାର ର ଘଟଣା   ଲୋକଲୋଚନ କୁ ଆସିଥିଲା । ଯେଉଁ ଥିରେ ବାଙ୍କୀ ବୈଦେଶ୍ଵର  ର ସଚିସାହୁ ଏବଂ ଝିଅ ଲକ୍ଷ୍ମୀ ଖାଦ୍ୟ ଅଭାବ ରୁ ଅପପୁଷ୍ଟି ର ଶିକାର ହୋଇଥିବା ର ଦୃଶ୍ୟ ଦେଖିବାକୁ ମିଳିଥିଲା ।  ଏହି ଖବର ପାଇ ଆଜି ସହଯୋଗ ର ହାତ ବଢ଼ାଇଛି ଏକ ଅଗ୍ରଣୀ ସମାଜସେବୀ ସଂଗଠନ ଅଦୈତ ଫାଉଣ୍ଡେସନ ।  
 ଫାଉଣ୍ଡେସନ ର ମୁଖ୍ୟ ଶ୍ରୀ ନଳିନୀ ରାୟ ଓ ତାଙ୍କ ସହଯୋଗୀ ମାନେ ସଚି ସାହୁ ଙ୍କ ଘରେ ପହଞ୍ଚିବା ସହ ତାଙ୍କ ର ଚଳିଵା ନିମନ୍ତେ ବିଭିନ୍ନ ରାସନ ସାମଗ୍ରୀ ପ୍ରଦାନ କରିଵା ସହ ଝିଅ ଲକ୍ଷ୍ମୀ ର ସମସ୍ତ ଚିକତ୍ସା ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି । ଏବଂ ଆଗାମୀ ଦିନରେ ସେ ଏମାନଙ୍କ ନିମନ୍ତେ ଯଥାସାଧ୍ୟ ସମସ୍ତ ସହିଯୋଗ କରିବେ ବୋଲି ମଧ୍ୟ କହିଛନ୍ତି |
 ସେ ଯାହାବି ହେଉ ଏଭଳି ଦୁର୍ଦିନ ରେ ଜୀବନ କାଟୁଥିବା ସଚି ସାହୁ ଙ୍କ ଏଭଳି ପରିସ୍ଥିତି ରେ ଶ୍ରୀନଳିନୀ ରାୟ ଆଜି ଏପରି ସହଯୋଗ ହାତ ବଢାଇ ଥିବାରୁ,  ଶ୍ରୀ ରାୟ ଆଜି ପରିବାର ପାଇଁ ଏକ ଦେବଦୂତ ସାଜିଥିବା ସାଧାରଣ ରେ ଚର୍ଚ୍ଚା ହେଉଛି । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୨୩/୭/୨୦୨୩---୮,୪୫ Sakhigopal News,23/7/2023

ads

Blog Archive

Popular Posts