ads

Breaking News

ନୂତନ ନୁଆସାହି ଗ୍ରାମ୍ୟ କମିଟି ଗଠିତ

 କନ୍ଧମାଳ ---  ବାଲିଗୁଡା ଏନଏସି ଅନ୍ତର୍ଗତ ନୁଆସାହି ଗ୍ରାମ ରେ ନୂତନ ଗ୍ରାମ୍ୟ କମିଟି ଗଠିତ ହୋଇଛି | ବାଲିଗୁଡା ସହର ସବୁଠାରୁ ପୁରୁଣା ଗ୍ରାମ୍ୟ କମିଟି ନୁଆସାହି ରହିଛି | ଏହି ଗ୍ରାମ୍ୟ କମିଟି ଗଠିତ ହୋଇଛି | ଗ୍ରାମ ର ବରିଷ୍ଟ ନାଗରିକ ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ ଚନ୍ଦ୍ର ଖଣ୍ଡଗିରି ଙ୍କ ସଭାପତି ରେ ନୂତନ କମିଟି ଚୟନ ହୋଇଥିଲା |ଚାରିଜଣ ଙ୍କ ନାମ ସଭାପତି ପାଇଁ ପ୍ରସ୍ତାବ ଆସିଥିବା ବେଳେ ସର୍ବ ସମ୍ମତି ପ୍ରକାରେ ଜଳେଶ୍ୱର ପାତ୍ରଙ୍କୁ ନୂଆ ସଭାପତି ଭାବେ ମନୋନୀତ କରାଯାଇଛି। ସେହିପରି ଉପସଭାପତି ରୂପେ ଗୋପବନ୍ଧୁ ବିଷୋୟୀ, ସମ୍ପାଦକ ମାନସ କୁମାର ଅମାୟତ, ସହ ସମ୍ପାଦକ  ସୁବ୍ରତ କୁମାର ପ୍ରଧାନୀ, କୋଷାଧ୍ୟକ୍ଷ ରୂପେ ଅଶୋକ କୁମାର ସାହୁ ନିର୍ବାଚିତ ହୋଇଛନ୍ତି | ଏହି  ନୁଆସାହି ଗ୍ରାମ୍ୟ କମିଟି ନିର୍ବାଚନ ସମୟରେ ପୂର୍ବତନ ସଭାପତି ଲଳିତ ପାତ୍ର, ଉପସଭାପତି ଶିବରାମ ପ୍ରଧାନୀ, ସମ୍ପାଦକ ଗଙ୍ଗାଧର ଭୋଇ, ଉପଦେଷ୍ଟା ବିରୁପାକ୍ଷ ଦାଶ, ସତଧନୁ ପ୍ରଧାନୀ, ମକୁନ୍ଦ ପାତ୍ର, ସମେତ ଗ୍ରାମ ର ବରିଷ୍ଠ ନାଗରିକ, ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ, ଯୁବକ ସଂଘ ର ସଦସ୍ୟ ମାନେ ଉପସ୍ଥିତଥିଲେ | କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩୦/୭/୨୦୨୩----୮,୧୦ Sakhigopal News,30/7/2023

ads

Blog Archive

Popular Posts