ads

Breaking News

ଅବସରନେଲେ ପ୍ରାଧ୍ୟାପିକା ଡଃ ଅମୃତା ସାମନ୍ତ


 
ବରଗଡ଼ ---- ବରଗଡ ଜିଲ୍ଲା  ଲରମ୍ଭା ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡଃ ଅମୃତା ସାମନ୍ତ ବିଭାଗୀୟ ମୁଖ୍ୟ ପ୍ରାଣୀ ବିଜ୍ଞାନ ବିଭାଗରେ ଚାକିରିକାଳ ସମାପନ ହେତୁ ଅବସର ନେଇଛନ୍ତି। ସେ ୧୯୮୯ ମସିହାରେ କେନ୍ଦ୍ରାପଡା ସ୍ଥିତ କାରିଲୋ ପାଟଣା କଲେଜରୁ  ଚାକିରି ଜୀବନ ଆରମ୍ଭ କରି ଦୀର୍ଘ ୩୪ ବର୍ଷର ଅଧ୍ୟାପନା ବୃତ୍ତି ରେ ନିଜର ଦକ୍ଷତା ପ୍ରତିପାଦନ କରି ସବୁଠାରେ ବହୁ ପ୍ରଶଂସିତ ହୋଇ ପ୍ରଶଂସା ଶାଉଁଟି ପାରିଛନ୍ତି  ।  ଜଣେ ଦକ୍ଷପ୍ରଶାସକ, ମିଷ୍ଟଭାଷୀ, ଛାତ୍ରବତ୍ସଳ ଭାବରେ ସେ ବେଶ୍ ଜଣାଶୁଣା।  ଅବସର ଦିବସରେ ଅଧ୍ୟକ୍ଷ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୬/୨୦୨୩---୮,୧୦ Sakhigopal News,3/6/2023

ads

Blog Archive

Popular Posts