ads

Breaking News

ବୁମ ଏବେ ଭଡ଼ାରେ ମିଳୁଛି, ପ୍ରକୃତ ସାମ୍ବାଦିକ ନ ଯାଇ ନିଜ ବୁମକୁ ଅନ୍ୟ ଜଣକୁ ଭଡ଼ା ଦେଉଥିବା ଜଣାପଡିଛି


 ବାଙ୍କୀ----  ଏକ ପ୍ରତିଷ୍ଠିତ ଟିଭି ଚ୍ୟାନେଲର ବୁମ ଲାଗୁଛି ଭଡ଼ାରେ ବୋଲି  ବାଙ୍କୀରେ ବେଶ ଆଲୋଚନା ହେଉଛି । ବହୁତ ଭଡ଼ା ଦେବାକୁ  କିଏ ଦେଲା ଅନୁମତି ଓ କାହା ବଳ ରେ ବଳିୟାନ ଏବେ ବାଙ୍କୀ ଅଂଚଳରେ ବେଶ ଆଲୋଚନା ହେଉଛି।  ନିଜେ ବାବୁ କୁଆଡେ କୌଣସି ଖବର ସନ୍ଧାନ ରେ ଯାଉନାହାନ୍ତି. କିନ୍ତୁ ବୁମ ଦେଇ ବଜାର ମାର୍କେଟ ରୁ ଆଦାୟ କରୁଛନ୍ତି କୁଆଡେ ମୋଟ ଅଙ୍କର ଅର୍ଥ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।  ଭିଜୁଆଲ ହିଁ ବୟାନ କରିବ ପ୍ରକୃତ ସତ୍ୟ. ଦେଖନ୍ତୁ ଭଲ କରି କନକ ଟିଭି ର ବୁମ ଧରିଛି କିଏ ଆଉ କ୍ୟାମେରା ପକ୍କାଉ ଛି କିଏ. ଏହା ମଧ୍ୟରେ ଦେଖିବାକୁ ମିଳୁନି ଖଣ୍ଡ ମଣ୍ଡଳ ରେ ବାଙ୍କୀ କନକ ନିୟୁଜ ର ପ୍ରତିନିଧି ଙ୍କୁ । ଏହାକୁ ନେଇ ଏଵେ ସାଧାରଣ ରେ ପ୍ରଶ୍ନ ଉଙ୍କି ମାରୁଛି. ଆଗକୁ ଏ ଦିଗରେ କନକ ଟିଭି ର ମାଲିକ ଓ ଚିଫ ଏଡିଟର କୀ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା 
 । ବାଙ୍କୀ ବ୍ଲକ କନ୍ତପହଁରା ପଂଚାୟତ କୁ କୀଡୀନ ସମସ୍ୟା ମହାମାରୀ ର ରୂପ ନେବାକୁ ଯାଉଥିବାର ଖବର ପାଇ ପହଞ୍ଚି ଥିଲେ 32.ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ତୁଷାର କାନ୍ତ ଚକ୍ରବତୀ । ଶ୍ରୀ ଚକ୍ରବତୀଙ୍କ ବାଇଟ ସଂଗ୍ରହ ବେଳର ଏ ହେଉଛି ଭିଜୁଆଲ ।  ଓଡିଶା ଟ୍ରେଡିଙ୍ଗ ନିୟୁଜ ର ପ୍ରତିନଧି ବବୁଲ ରାଉତ ଏହାକୁ ବଜାର ମାର୍କେଟ ଧରି ଘୁରି ବୁଲନ୍ତି ଆଉ ଆଦାୟ କରନ୍ତି ମୋଟା ମାଲ ବୋଲି ଚର୍ଚ୍ଚା ହେଉଛି।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୧୦/୬/୨୦୨୩----୪,୨୫ Sakhigopal News,10/6/2023

ads

Blog Archive

Popular Posts