ads

Breaking News

ଖଣ୍ଡପଡ଼ା ବିଧାୟକ ଓ ଅପରାଜିତାଙ୍କ ସତକଥାକୁନେଇ ବିଚଳିତ ହୋଇ ପଡିଲେ ବିଜେଡି ନେତା ଓ କର୍ମୀ

 

କଟକ --- ବିଧାୟକଓ ସାଂସଦ ସତ କହିବାରୁ ତାଙ୍କର କୁଶ ପୁତଳିକାଦାହ,,ପୂର୍ବରୁ ବିଜେଡି ଟିକେଟ ମିଳିଲା ବେଳେ ସମ୍ୟରଂଜନ ବିଦେଶୀ ହେଲେନି। ବିପୁଳ ପରିମାଣରେ ଭୋଟ୍ ସମସ୍ତେ ଦେଇ ବିଜୟୀ କରାଇ ଥିଲେ।ଏବେ କିନ୍ତୁ ବିଦେଶୀ।ଦେଶୀକିଏ।କହି ପାରିବେ କି।ପ୍ରାୟ ବିଧାୟକ ଅନ୍ୟ ନିର୍ବାଚନ ମଣ୍ଡଳୀ ରେ ଭୋଟ୍ ରେନିର୍ବାଚନ ମଇଦାନକୁ ଓଲାନ୍ତି । ଖଣ୍ଡପଡ଼ା ରେ ତାଙ୍କର ନିଜସ୍ୱ ଘର ଅଛି।ପୂର୍ବରୁ ସେ କଂଗ୍ରେସ ଏବଂ ନିଜସ୍ୱ ଦଳ କରି ଖଣ୍ଡପଡ଼ା ଅଞ୍ଚଳରେ ବହୁ ଭୋଟ୍ ପାଇଛନ୍ତି କିନ୍ତୁ ଅଳ୍ପ ପରିମାଣ ଭୋଟ୍ ରେ ହାରୁଥିଲେ ।   କାହାର କୌଣସି ଅସୁବିଧା ସମୟରେ ସେ ଠିଆ ହୁଅନ୍ତି ଆର୍ଥକ ସହାୟତା ମଧ୍ୟ ଦିଅନ୍ତି।ଗାଁରେ ପର୍ବ ପର୍ବାଣୀ ସମୟରେ ଯାଇ ଠିଆ ହୁଅନ୍ତି । ଯଦି ଅସୁବିଧା ଥାଏ ତାହେଲେ ତାଙ୍କର ପ୍ରତିନିଧି ଙ୍କୁ ପଠାନ୍ତି।ତାହେଲେ ବିଦେଶୀ ହେଲେନିତ। ସେହି ବିଦେଶୀ ବିଜୁ ଜନତା ଦଳ ଟିକଟ ପାଇବା ପରେ ଖଣ୍ଡପଡ଼ା ନିର୍ବାଚନ ପାଇଁ ସମସ୍ତ ବିଜେଡି ନେତା ବିଜେଡିକୁ ଜିତାଇ ବା ପାଇଁ ଲାଗି ପଡିଲେ।  ତାହେଲେ ତାଙ୍କୁ ବିରୋଧ କରିବାଠିକ କି।ସେ ଜଣେ ଗୁଣି ଜ୍ଞାନୀ, ସେପୂର୍ବରୁଲୋକ ସଭା ସଦ୍ୟସ, ପରେ ରାଜ୍ୟ ସଭା ସଦ୍ୟସ।ଜଣେ ଉଚ୍ଚକୋଟୀର ବରିଷ୍ଠ ସାମ୍ବାଦିକ, ନେତା, ସାହିତ୍ୟିକ, ଉଚ୍ଚ ଶିକ୍ଷିତ, ସମାଜ ସେବୀ।କଳାନିପୁଣ, ସବୁ କ୍ଷେତ୍ରରେ ତାଙ୍କର ଗାରିମା ଅଛି।ଖାଲି ସେ ନେତା ନୁହଁନ୍ତି।ସବୁ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ଛନ୍ତି।ସେ ସବୁବେଳେ ସତ କଥା ଓ ଭୁଲକୁ ତର୍ଜମା କରିବାକୁ ପଛାନ୍ତି ନାହିଁ।ବିଜେଡି ବିଧାୟକ ହେଲେବି ରାଜ୍ୟରେ ଚାଲିଥିବା ସରକାରରେ ଦୋଷ ଦୁର୍ବଳତାକୁ ପଦାରେ ପକାଇ ଆସୁଛନ୍ତି।ସେ ଡରୁନହାନ୍ତି।ନିର୍ଭୀକ ପରିଚୟ ସୃଷ୍ଟି କରୁଛନ୍ତି।କେହି ପାଟି ଖୋଲୁ ନଥିବା ବେଳେ ଦଳରେ ଥାଇ ସତ କହୁଛନ୍ତି।ଅସୁବିଧା ରହିଲା କେଉଁଠି।କଂଗ୍ରେସ ରେ ଥିବାବେଳେ ସେବି ଦୋଷ ଦୁର୍ବଳତାକୁ ପଦାରେ ପକାଉ ଥିଲେ।ରାଜ୍ୟରେ ବିଜେଡିର କୌଣସି ବିଧାୟକ ପାଟି ଖୋଲି କହି ପାରୁ ନାହାଁନ୍ତି ବିଜେଡିର କଣ ଚାଲିଛି।ଏକ ଛତ୍ର ବାଦ ଓ ପ୍ରଶାସନିକ ଅବ୍ୟବସ୍ଥା।ଏହାକୁ ବିରୋଧ କରିବା କଣ ଭୁଲ।ରାଜ୍ୟରେ ଶାସନ କିଭଳି ଚାଲିଛି ଏହା ଠିକ କହିଛନ୍ତି ବିଧାୟକ ଶ୍ରୀ ପଟନାୟକ ଓ ଅପେରା ଜିତା ଷଡ଼ଙ୍ଗୀ।
 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୨୬/୬/୨୦୨୩----  ୮,୩୫, Sakhigopal News,26/6/2023

ads

Blog Archive

Popular Posts